ପଠାଣି ସାଆନ୍ତ Paṭhāṇi sā-ānta

  • ଦେ. ବି. (ନାମ) — ଉତ୍କଳର ପ୍ରସିଦ୍ଧ ଜ୍ୟୋତିଷୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସାମନ୍ତଙ୍କ ଡାକନାମ — Name by which the great Oria astronomer, the late Chandraṡekhara Sāmanta was popularly known
  • ଦେ. ବି. (ନାମ) — [ଦ୍ର—ସେ ଅପର୍ତ୍ତିଆଣି ଥିବାରୁ ପିତାମାତା ଶିଶୁକୁ ପଠାଣି ନାମ ଦେଇଥିଲେ।]