ପଠାଣ କେଳା Paṭhāṇa keḻa

  • ଦେ. ବି — ଏକପ୍ରକାର କେଳା — A kind of Keḻā
  • ଦେ. ବି — [ଦ୍ର—ଏମାନଙ୍କ ପୁରୁଷମାନେ ବାଉଁଶ ଉପରେ ନାନାପ୍ରକାର କସରତ୍ ଓ ଭେଳ୍କୀ ଦେଖାନ୍ତି।]