ପଠନ ପାଠନା Paṭhana pāṭhanā

  • ସଂ. ବି. (ପଠ୍ ଧାତୁ+ଅନ ଓ ପଠ୍ ଧାତୁ ଣିଚ୍+ଅନ) — ନିଜେ ପଢ଼ିବା ଓ ଅନ୍ୟକୁ ପଢ଼ାଇବା; ଅଧ୍ୟୟନ ଓ ଅଧ୍ୟାପନା — Learning and teaching