ପଟ Paṭa
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ବସ୍ତ୍ର — Cloth
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — (+କର୍ତ୍ତୃ. ଅ) ଯେଉଁ ବସ୍ତ୍ର ବା କାଗଜ ଆଦି ଉପରେ ଛବି ଅଙ୍କା ଯାଏ — Ground of a picture; plate; canvas or screen or paper on which a picture is drawn
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ଚିତ୍ରପଟ; ଛବି — Picture
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ଆପଣ ସେ ତ ପଟ ପଟକେ ହୋଇଅଛ ସ୍ଫୁଟ ହେ— କବିସୂର୍ଯ୍ୟ—କବିତା ।
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ପିଆଳ ଗଛ — A timber tree; Buchanania Latifolia
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ଅଖା; ପାଲ — Canvas; gunny
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ଛାତ; ଚାଳ — Thatch; roof
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ଗଛର ଛାଲ; ବଳ୍କଳ — Bark of a tree
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ପରଦା — Screen
- ସଂ. ବି. (ପଟ୍ ଧାତୁ=ବେଷ୍ଟନ କରିବା+କରଣ. ଅ)—(ତୁଳ. ତା. ପଟ୍ଟଇ) — ଗଛର ଅଂଶୁମୟ ବଳ୍କଳ — Fibrous bark of a tree
- ଦେ. ବି. (ସଂ. ପଟ୍ଟ) — ପଶା ଖେଳରେ ପଶା କାଠିକୁ ଗଡ଼ାଇଲେ ଯେଉଁ ଦାନ ପଡ଼େ — The throw of dice resulting in the turning up of certain points
- ଦେ. ବି. (ସଂ. ପଟ୍ଟ) — ଦିଗ; ତରଫ; ଆଡ଼ — Direction; quarter