ପଟ୍ଟିସ Paṭṭisa
- ସଂ. ବି. [ପଟ୍ ଧାତୁ+ଟିଶ(ସ)] — ଦୁଇ ଆଡ଼େ ଦାଢ଼ଥିବା ତରବାରୀ ବିଶେଷ — A very long doublebladed sword
- ସଂ. ବି. [ପଟ୍ ଧାତୁ+ଟିଶ(ସ)] — ବ୍ୟାକୋଷ ପୁଷ୍ପ ମଣ୍ଡନ କୋଶହୀନ ପଟ୍ଟିଶ କି ଡେରା ହୋଇଛି ଯେ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. [ପଟ୍ ଧାତୁ+ଟିଶ(ସ)] — [ଦ୍ର—ଏହା ତିନି ଚାରି ହାତ ଲମ୍ବା; ଏଥିର ଦୁଇ ପାଖ ଦାଢୁଆ, ଅଗ ଅତି ସରୁ ଓ ମୁନିଆଁ, ଏଥିର ମୁଠାରେ ହସ୍ତତ୍ରାଣ ଥାଏ।]