ପଟ୍ଟିକା Paṭṭikā
- ସଂ. ବି. (ପଟ୍ଟ+କ+ସ୍ତ୍ରୀ. ଆ) — ପାଟ — Silk
- ସଂ. ବି. (ପଟ୍ଟ+କ+ସ୍ତ୍ରୀ. ଆ) — ପାଟ ଲୁଗା — Silken cloth
- ସଂ. ବି. (ପଟ୍ଟ+କ+ସ୍ତ୍ରୀ. ଆ) — ଛୋଟ ପଟା — Tablet
- ସଂ. ବି. (ପଟ୍ଟ+କ+ସ୍ତ୍ରୀ. ଆ) — କ୍ଷତାଦି ଉପରେ ବନ୍ଧାଯିବା ପଟ୍ଟୀ — Bandage (Apte)
- ଦେ. ବି — ଅଝାଲ — Sail
- ଦେ. ବି — ଅଦୂରେ କାଳିନ୍ଦୀ ସ୍ରୋତେ ଧାଏଁ ଖର ବେଗେ ଲୀଳାତରୀ ରଙ୍ଗେ ତୋଳି ଧବଳ ପଟ୍ଟିକା। ରାଧାନାଥ. ମହାଯାତ୍ରା।