ପଟ୍ନି Paṭ-ni
- ପ୍ରାଦେ. (ସମ୍ବଲପୁର) ବି. — ଫଲି (ଦେଖ) — Phali (See)
- ପ୍ରାଦେ. (ସମ୍ବଲପୁର) ବି. — ଆଟୁ ବା ଢବା ଘରର ଛାତରେ ପକାଯିବା ରୁଅ, ଯହିଁ ଉପରେ ମାଟି ବା ଟାଇଲି ଦିଆଯାଏ — The beams or rafters of a two-thatched house, on which tiles are fixed
- ପ୍ରାଦେ. (ସମ୍ବଲପୁର) ବି. — ଆଡ଼ି କାଠ (ଦେଖ) — Āṟḍ̠i kāṭha (See)