ପଟ୍ଟ ଶିଷ୍ୟ Paṭṭa ṡishya

  • ସଂ. ବି. ପୁଂ — ଗୁରୁଙ୍କର ପ୍ରଧାନ ଶିଷ୍ୟ; ବଡ଼ ଚାଟ — The seniormost or chief disciple; the head scholar
  • ସଂ. ବି. ପୁଂ — ପଟ୍ଟ ଶିଷ୍ୟ ମୁହିଁ ଦୁଃଖ ଗୁରୁଙ୍କର। ରାଧାନାଥ. ଚିଲିକା।