ପଟ୍ଟ ଜ୍ୟୋତିଷୀ Paṭṭa jyotishī

  • ସଂ. ବି — ରାଜାଙ୍କର ପ୍ରଧାନ ଜ୍ୟୋତିଷୀ ପଣ୍ଡିତ — Raja's chief astronomer; the astronomer royal
  • ସଂ. ବି — ତାଙ୍କ ପଛେ ଗୁରୁ ପ୍ରରୋହିତ ପଟ୍ଟ ଜ୍ୟୋତିଷ। ରାଧାନାଥ. ଊଷା।