ପଟ୍କିନି Paṭ-kini

  • ଦେ. କ୍ରି. ବିଣ. (ଧ୍ୱନ୍ୟନୁକରଣ; ସଂ. ପଟ୍ତ) — ପଟ୍ ଶବ୍ଦ କରି; ପଟାପଟ୍; ପଟ୍ପଟ୍ (ପଡ଼ିଯିବା) — With a snapping sound
  • ଦେ. କ୍ରି. ବିଣ. (ଧ୍ୱନ୍ୟନୁକରଣ; ସଂ. ପଟ୍ତ) — ଉପର୍ଯ୍ୟୁପରି ଅତିଶୀଘ୍ର — In quick succession