ପଟ୍ (ଧାତୁ) Paṭ (root)

  • ସଂ. — ବେଷ୍ଟନ କରିବା — To envelop; to surround
  • ସଂ. — ଛେଦନ କରିବା — To cut
  • ସଂ. — ବିଦାରଣ କରିବା — To pierce
  • ସଂ. — ଗମନ କରିବା — To go