ପଟୋଳିକା paṭoḻikā

  • ସଂ. ବି. ସ୍ତ୍ରୀ. (ପଟୋଳ+କ୍ଷୁଦ୍ରାର୍ଥେ କ+ସ୍ତ୍ରୀ. ଆ) — ଛୋଟ ପଟୋଳ; କୁଆମଇତା — A species of Paṭoḻa of small size
  • ସଂ. ବି. ସ୍ତ୍ରୀ. (ପଟୋଳ+କ୍ଷୁଦ୍ରାର୍ଥେ କ+ସ୍ତ୍ରୀ. ଆ) — ଜହ୍ନି — A kitchen fruit of a creeper