ପଟିକିଆ Paṭikiā

  • ଦେ. ବିଣ — ଦୁଇଟି ବା ଯୋଡ଼ା ମଧ୍ୟରୁ ଗୋଟିକିଆ ହୋଇ ରହିବା — Being one left out of a pair
  • ଦେ. ବିଣ — ପଟକାଣିଆ; ଏକାକୀ; ଗୋଟିକିଆ — Single; singular;