ପଟିବାଜ୍ paṭibāj

  • ଦେ. ବିଣ — ଯେ କୌଶଳ ବା ଛଳନା ଦ୍ୱାରା କାର୍ଯ୍ୟ ହାସଲ କରେ; କୌଶଳୀ — Ingeneous; feigning; sly
  • ଦେ. ବିଣ — ଲମ୍ପଟ — Lecherous; adulterous
  • ଦେ. ବିଣ — [ପଟି(ଟ୍ଟି)ବାଜୀ—ବିଶେଷ୍ୟ]