ପଟି ଯିବା Paṭi j̄ibā

  • ଦେ. କ୍ରି — (ଦୁଇ ଜଣଙ୍କ କଳି ବା ବିବାଦ) ମେଣ୍ଟିଯିବା — To be settled (said of a quarrel or dispute)
  • ଦେ. କ୍ରି — ଅନ୍ୟର କଥାରେ ବଶୀଭୂତ ହେବା — To be won over by another; to be inveigled
  • ଦେ. କ୍ରି — (ଯଥା—ହାକିମ ମୋ କଥାରେ ପଟି ଗଲେଣି।)