ପଟି ଦେବା Paṭi debā
- ଦେ. କ୍ରି — ଧପ୍ପା ମାରିବା; ଧପାଇବା — To win a thing fraudulently or slyly; to defraud
- ଦେ. କ୍ରି — ଛଳନା କରିବା — To feign
- ଦେ. କ୍ରି — କ୍ଷତ ଆଦିର ପ୍ରଲେପ ଉପରେ କନା ମାରିବା — To apply poultice or bandage over a wound
- ଦେ. କ୍ରି — କନାରେ ତାଳି ପକାଇବା — To patch up