ପଟାଳି ବାନ୍ଧିବା Paṭāḻi bāndhibā
- ଦେ. କ୍ରି. — ଗୁଡ଼ିଏ କାଠ ବାଉଁଶକୁ ଏକତ୍ର କରି ପଟାଳି କରିବା — To make logs into a raft; to raft
- ଦେ. କ୍ରି. — ଶାଗ ଆଦି ଲଗାଇବା ନିମନ୍ତେ କ୍ଷେତକୁ ଛୋଟ ଛୋଟ ପଟାଳିରେ ପରିଣତ କରିବା ବା କ୍ଷୁଦ୍ର ସୀମାବଦ୍ଧ ଭୂଖଣ୍ଡରେ ବିଭକ୍ତ କରିବା — To make a field into small plots or blades for growing kitchen-vegetables