ପଟାମୁଣ୍ଡି Paṭā muṇḍi

  • ଦେ. ବି — ବାନା ପଟା ଖେଳ; ଛୋଟ ପଟା ଦ୍ୱାରା ଏକପ୍ରକାର ଖେଳ — A kind of game with foils; wrestling with foils
  • ଦେ. ବି — ପହଣ୍ଡି ଧାପି ଧାଉଡ଼ି ପଟାମୁଣ୍ଡି ଖେଳ - ପୀତାମ୍ବର; ନୃସିଂହ ପୁରାଣ।