ପଟା ସଲାମି Paṭā salāmi

  • ଦେ. ବି.—(ସଂ. ପଟ୍ଟା ଓ ଫା. ସଲାମୀ) — ରଇତ ଜମିଦାରଠାରୁ ଜମି ପଟା ନେବା ବେଳେ ଯେଉଁ ଟଙ୍କା ଭେଟି ଦିଏ — Premium paid to a land- lord by a rayat for a lease