ପଟା ମଣ୍ଡୋଇ Paṭā maṇḍoi

  • ଦେ. ବି. (ସଂ. ପଟ+ମଣ୍ଡପ) — ଯେଉଁ ମଣ୍ଡପର ଉପରେ ଛାତତଳେ ପଟା ବିଛା ହୋଇଥାଏ — A pavillion laid over with planks below the roof
  • ଦେ. ବି. (ସଂ. ପଟ+ମଣ୍ଡପ) — ପଟା ମଣ୍ଡୋଇ ଦୁମୁ ଭାଜିଲା ଭାଜିଲା ନାଟ ମନ୍ଦିର। ପ୍ରାଚୀ—ରହସ୍ୟ ମଞ୍ଜରୀ।