ପଟ ମଞ୍ଜରୀ Paṭa man̄jarī

  • ସଂ. ବି — ରାଗିଣୀବିଶେଷ — Name of a secondary musical air
  • ସଂ. ବି — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ଏକ ଶୁଦ୍ଧ ରାଗିଣୀ । ଏହା ପଞ୍ଚମ ରାଗର, ମତାନ୍ତରେ ଶ୍ରୀରାଗର ଓ ମତାନ୍ତରରେ ହିଣ୍ଡୋଳରାଗର ପତ୍ନୀରୂପେ କଳ୍ପିତ । ଦିନର 6 ଦଣ୍ଡଠାରୁ 10 ଦଣ୍ଡ ପର୍ଯ୍ୟନ୍ତ ଏହା ଗେୟ; କେହି କେହି କହନ୍ତି ଯେ ନଟ ଓ ମାଳଶ୍ରୀ ରାଗଦ୍ୱୟର ମିଳନରେ ଏହା ଉତ୍ପନ୍ନ—ହି. ଶ. ।] — [ଦ୍ର—ଏହା ସମ୍ପୂର୍ଣ୍ଣ ଜାତିର ଏକ ଶୁଦ୍ଧ ରାଗିଣୀ ଏହା ପଞ୍ଚମ ରାଗର, ମତାନ୍ତରେ ଶ୍ରୀରାଗର ଓ ମତାନ୍ତରରେ ହିଣ୍ଡୋଳରାଗର ପତ୍ନୀରୂପେ କଳ୍ପିତ ଦିନର6ଦଣ୍ଡଠାରୁ10ଦଣ୍ଡ ପର୍ଯ୍ୟନ୍ତ ଏହା ଗେୟ; କେହି କେହି କହନ୍ତି ଯେ ନଟ ଓ ମାଳଶ୍ରୀ ରାଗଦ୍ୱୟର ମିଳନରେ ଏହା ଉତ୍ପନ୍ନ—ହି. ଶ. ]