ପଞ୍ଝା ଲଢ଼େଇ Pan̄jhā laṟḍ̠ẖei

  • ଦେ. ବି. (ସଂ. ପଞ୍ଚ+ଫା. ଲଡ଼ାଇ) — ଦୁଇ— ଜଣଙ୍କର ବଳ କଷାକଷି ହେବା ପାଇଁ ପରସ୍ପରର ପଞ୍ଝା ଟିପା ଟିପି — Mutual squeezing of the palms to test each other's strength