ପଞ୍ଝା ଧରିବା Pan̄jhā dharibā
- ଦେ. କ୍ରି. — ତାସ ଖେଳରେ ଉପର୍ଯ୍ୟୁପରି ପାଞ୍ଚ ଥର ଜୟ ଲାଭ କରିଥିବା ଦଳ ଜୟର ଚିହ୍ନ ସ୍ୱରୂପ ପାଞ୍ଚ ବିନ୍ଦୁ ଯୁକ୍ତ କାଗଜ ଖଣ୍ଡେ ରଖିବା — To put a card with five tips as a trophy to show that a party has been the winning party for five times consecutively