ପଞ୍ଝା ଛକ୍କା Pan̄jhā chhakkā
- ଦେ. ବି — ଦୁଇ ଜଣଙ୍କର ପରସ୍ପର ପ୍ରତି ସତର୍କ ଓ କପଟ ବ୍ୟବହାର; ଚାଲ୍ବାଜୀ — Mutual tactics between two persons
- ଦେ. ବି — ଓରଆର; ପରସ୍ପରକୁ ଜିତିବା ପାଇଁ ବା ହଇରାଣରେ ପକାଇବା ପାଇଁ ସୁବିଧା ବା ଦାଉ ଅନ୍ୱେଷଣ — Being on the look-out to over reach one another