ପଞ୍ଜୁରି Pan̄juri
- ଦେ. ବି. (ସଂ. ପିଞ୍ଜର) — ଆବଦ୍ଧ ପକ୍ଷୀ ରହିବାର ଆଧାର; ପିଞ୍ଜରା — Cage
- ଦେ. ବି. (ସଂ. ପିଞ୍ଜର) — ଅଟା ସଙ୍ଗେ ଚିନି ଓ ଧନିଆ ପ୍ରଭୃତି ମସଲାର ଚୂର୍ଣ୍ଣ ମିଶାଯାଇ ପ୍ରସ୍ତୁତ ହୋଇଥିବା ଏକପ୍ରକାର ଖାଦ୍ୟ — A kind of powder made of coriander seeds and sugar pounded together
- ଦେ. ବି. (ସଂ. ପିଞ୍ଜର) — ଦ୍ର—ଏହା ପଶ୍ଚିମା ବାବାଜୀମାନେ ହରିଜନ୍ମାଷ୍ଟମୀ ଓ ସତ୍ୟ— ନାରାୟଣ ପୂଜା ସମୟରେ ଠାକୁରଙ୍କୁ ଭୋଗ କରନ୍ତି। ଅଟାକୁ ଘିଅରେ ଭାଜି ତହିଁରେ ଧନିଆଁ, ଚିନି, ଶୁଣ୍ଠି, ଜିରାର ଚୂନା ମିଶାଇ ଏହା କରାଯାଏ। ଏହା ଉତ୍ତର ପଶ୍ଚିମ ଭାରତରେ ପ୍ରସୂତା ସ୍ତ୍ରୀମାନଙ୍କ ପାଇଁ ମଧ୍ୟ ତିଆରି ହୁଏ ଓ ଭାର ବେଭାର ଆଦିରେ ମଧ୍ୟ ପଠାଯାଏ। ହି. ଶବ୍ଦସାଗର।]