ପଞ୍ଜୁରିପାଣି Pan̄juripāṇi

  • ପ୍ରାଦେ. (ପୁରୀ) ବି — ସ୍ୱଚ୍ଛ ଓ ନିର୍ମଳ ତରଳ ବସ୍ତୁ — Clear and transparent liquid
  • ପ୍ରାଦେ. (ପୁରୀ) ବି — (ଯଥା—ଏ ମାଲପା ପଞ୍ଜୁରିପାଣି ଭଳି ଦିଶୁଛି ।)