ପଞ୍ଜିକର Pan̄jikara

  • ସଂ. ବି—(ପଞ୍ଜୀ=କୃ ଧାତୁ=କର୍ତ୍ତୃ. ଅ) — ପଞ୍ଜିକା ପ୍ରଣେତା — The author or compiler of an almanac
  • ସଂ. ବି—(ପଞ୍ଜୀ=କୃ ଧାତୁ=କର୍ତ୍ତୃ. ଅ) — ପାଞ୍ଜିଆ କରଣ — An accountant; a clerk in charge of accounts