ପଞ୍ଜରକ Pan̄jaraka

  • ସଂ. ବି—(ପଞ୍ଜର+ସ୍ୱାର୍ଥେ କ) — ପଞ୍ଜୁରୀ — Cage
  • ସଂ. ବି—(ପଞ୍ଜର+ସ୍ୱାର୍ଥେ କ) — ପଞ୍ଜୁରି ପରି ବୁଣା ଯାଇଥିବା ଟୋକେଇ — A basket woven like a cage