ପଞ୍ଜର ମୂଳ Pan̄jara mūḻa

  • ଦେ. ବି — ଝରକାର ପାଖ — The side of a window
  • ଦେ. ବି — ଝରକାର ଭିତର ପାଖ — The inner side of a window
  • ଦେ. ବି — (ଯଥା—ବଡ଼ଲୋକଙ୍କ ମାଇପେ ପଞ୍ଜର ମୂଳେ ଠିଆ ହୋଇ ଦାଣ୍ଡରେ ହେଉଥିବା ତମାସା ଦେଖୁଛନ୍ତି।)