ପଞ୍ଜନ Pin̄jana

  • ସଂ. ବି. (ପିଞ୍ଜ ଧାତୁ=ସ୍ପର୍ଶ କରିବା; ଆଘାତ କରିବା+କରଣ ଅନ) — କପା ଭିଣିବା ଧନୁ; କାର୍ପାସ ସ୍ଫୋଟକ ଧନୁ — A bow used in carding cotton
  • ସଂ. ବି. (ପିଞ୍ଜ ଧାତୁ=ସ୍ପର୍ଶ କରିବା; ଆଘାତ କରିବା+କରଣ ଅନ) — (+ଭାବ. ଅନ) ତୁଳା ଭିଣିବା — Carding of cotton