ପଞ୍ଚୋଷଣ Pan̄choshaṇa
- ସଂ. ବି. (ଦ୍ୱିଗୁ; ପଞ୍ଚ +ଊଷଣ) — ପିପ୍ପଳୀ, ପିପ୍ପଳୀ ମୂଳ, ଚବ୍ୟ, ମରିଚ ଓ ଚିତ୍ରକ ଏହି 5 ଟି ଔଷଧ ଦ୍ରବ୍ୟ — ପିପ୍ପଳୀ, ପିପ୍ପଳୀ ମୂଳ, ଚବ୍ୟ, ମରିଚ ଓ ଚିତ୍ରକ ଏହି5ଟି ଔଷଧ ଦ୍ରବ୍ୟ— Five particular medicinal articles mentioned in the Hindu medical treatises