ପଞ୍ଚୋପଚାର Pan̄chopachāra
- ସଂ. ବି. (ପଞ୍ଚ+ଉପଚାର) — ପାଞ୍ଚପ୍ରକାର ଉପକରଣସଂଯୁକ୍ତ ଦେବପୂଜା — 1. Worshipping a deity with five kinds of oblations
- ସଂ. ବି. (ପଞ୍ଚ+ଉପଚାର) — ଦେବପୂଜାରେ ବ୍ୟବହୃତ 5 ପ୍ରକାର ଉପକରଣ, ଯଥା— ଆସନ, ଅର୍ଘ୍ୟ, ଗନ୍ଧ, ପୁଷ୍ପ ଓ ନୈବେଦ୍ୟ — ଦେବପୂଜାରେ ବ୍ୟବହୃତ5ପ୍ରକାର ଉପକରଣ, ଯଥା— ଆସନ, ଅର୍ଘ୍ୟ, ଗନ୍ଧ, ପୁଷ୍ପ ଓ ନୈବେଦ୍ୟ—. The five kinds of oblations offered to a Deity
- ସଂ. ବି. (ପଞ୍ଚ+ଉପଚାର) — [ଦ୍ର—ଦେବପୂଜା ନିମନ୍ତେ ଷୋଡ଼ଶ ଉପଚାରର ବିଧି ଅଛି, କିନ୍ତୁ ସାଧାରଣରେ ସଂକ୍ଷେପରେ ଲୋକେ ପଞ୍ଚୋପଚାରର ଦେବପୂଜା କରି ଥାଆନ୍ତି।]