ପଞ୍ଚେନ୍ଦ୍ରିୟ Pan̄chendriya

  • ସଂ. ବି. (ଦ୍ୱିଗୁ; ପଞ୍ଚ+ଇନ୍ଦ୍ରିୟ) — ଚକ୍ଷୁ, କର୍ଣ୍ଣ, ନାସିକା ଜିହ୍ୱା ଓ ତ୍ୱକ, ପ୍ରାଣୀର ଏହି 5 ଟି ଜ୍ଞାନେନ୍ଦ୍ରିୟ — ଚକ୍ଷୁ, କର୍ଣ୍ଣ, ନାସିକା ଜିହ୍ୱା ଓ ତ୍ୱକ, ପ୍ରାଣୀର ଏହି5ଟି ଜ୍ଞାନେନ୍ଦ୍ରିୟ— . The five organs of sense, (viz the eye, the ear, the nose, tongue and the skin)
  • ସଂ. ବି. (ଦ୍ୱିଗୁ; ପଞ୍ଚ+ଇନ୍ଦ୍ରିୟ) — [ଦ୍ର—ଚକ୍ଷୂ—ଦର୍ଶନେନ୍ଦ୍ରିୟ, କର୍ଣ୍ଣ—ଶ୍ରବଣେନ୍ଦ୍ରିୟ, ନାସିକା— ଘ୍ରାଣେନ୍ଦ୍ରିୟ, ଜିହ୍ୱା—ରସନେନ୍ଦ୍ରିୟ, ତ୍ୱକ୍—ସ୍ପର୍ଶେନ୍ଦ୍ରିୟ।]
  • ସଂ. ବି. (ଦ୍ୱିଗୁ; ପଞ୍ଚ+ଇନ୍ଦ୍ରିୟ) — ବାକ୍ ବା ଗଳା, ପାଣି, ପାଦ, ପାୟୁ ଓ ଉପସ୍ଥ, ପ୍ରାଣୀର ଏହି 5 ଗୋଟି କର୍ମେନ୍ଦ୍ରିୟ — ବାକ୍ ବା ଗଳା, ପାଣି, ପାଦ, ପାୟୁ ଓ ଉପସ୍ଥ, ପ୍ରାଣୀର ଏହି5ଗୋଟି କର୍ମେନ୍ଦ୍ରିୟ—. The five organs of action, (viz the layrnx, the hands, the legs, the anus and the organ of generation)
  • ସଂ. ବିଣ. ପୁଂ (ବହୁବ୍ରୀହି) ଯାହାର 5 ଇନ୍ଦ୍ରିୟ ଅଛି — ଯାହାର5ଇନ୍ଦ୍ରିୟ ଅଛି—Having the five organs of sense