ପଞ୍ଚୁରଙ୍ଗ Pan̄churaṅga

  • ଗ୍ରା. ବିଣ — ପାଞ୍ଚବର୍ଣ୍ଣବିଶିଷ୍ଟ — Having 5 colours
  • ଗ୍ରା. ବିଣ — ବହୁବର୍ଣ୍ଣବିଶିଷ୍ଟ; ହରରଙ୍ଗୀ — Multicoloured