ପଞ୍ଚୁପାଣ୍ଡବେ Pan̄chu pāṇḍabe
- ଗ୍ରା. ବି. (ସଂ. ପଞ୍ଚପାଣ୍ଡବ) — ପଞ୍ଚପାଣ୍ଡବ (ଦେଖ) — Pan̄cha pāṇḍaba (See)
- ଗ୍ରା. ବି. (ସଂ. ପଞ୍ଚପାଣ୍ଡବ) — (ପ୍ରହେଳିକା) 5 ଫଡ଼ାବିଶିଷ୍ଟ ଓଉ ଫଳ — (ପ୍ରହେଳିକା)5ଫଡ଼ାବିଶିଷ୍ଟ ଓଉ ଫଳ— . (a riddle) Dillenia Speciosa (a sour fruit with 5 petals)
- ଗ୍ରା. ବି. (ସଂ. ପଞ୍ଚପାଣ୍ଡବ) — ହଳଧର କହେ ଜଳଧରକୁ ଚକ୍ରଧର କିପାଁ ମଲେ ସ୍ୱର୍ଗରୁ ପଡ଼ିଲେ ପଞ୍ଚୁପାଣ୍ଡବେ ମାରି ବନବାସ ଗଲେ। ପ୍ରହେଳିକା।