ପଞ୍ଚୁଦୋଳ Pan̄chu doḻa

  • ଦେ. ବି. — ଦୋଳପୂର୍ଣ୍ଣିମା ପରେ ପ୍ରତିପଦାଠାରୁ 5 ଦିନ ଭିନ୍ନ ଭିନ୍ନ ସ୍ଥାନରେ ରାଧାକୃଷ୍ଣ ବିଗ୍ରହମାନଙ୍କର ମିଳନ — ଦୋଳପୂର୍ଣ୍ଣିମା ପରେ ପ୍ରତିପଦାଠାରୁ5ଦିନ ଭିନ୍ନ ଭିନ୍ନ ସ୍ଥାନରେ ରାଧାକୃଷ୍ଣ ବିଗ୍ରହମାନଙ୍କର ମିଳନ— Exhibitions of the images of Rādhā and Krushṇa during the five days after Doḻapūrṇṇimā