ପଞ୍ଚୁଆଳ Pan̄chuāḻa

  • ଗ୍ରା. ବି. ଓ ବିଣ. (ସଂ. ପଞ୍ଚ) — ପାଞ୍ଚ; 5 — ପାଞ୍ଚ;5— Five; 5
  • ଗ୍ରା. ବି. ଓ ବିଣ. (ସଂ. ପଞ୍ଚ) — ପଞ୍ଚୁଆଳ ବର୍ଷ ସେଠାରେ ଗଲା ସରି। କୃଷ୍ଣସିଂହ. ମହାଭାରତ, ବନ ।