ପଞ୍ଚୁଆତି Pan̄chuāti

  • ଦେ. ବି. (ସଂ. ପଞ୍ଚମ ଓ ରାତ୍ରି) — ନବଜାତ ଶିଶୁର ଜନ୍ମର 5 ମ ଦିବସ — ନବଜାତ ଶିଶୁର ଜନ୍ମର5ମ ଦିବସ— . The 5th day of an infant's birth
  • ଦେ. ବି. (ସଂ. ପଞ୍ଚମ ଓ ରାତ୍ରି) — ପଞ୍ଚମ ରାତ୍ର କୃତ୍ୟ ଜାତିକର୍ମବିଶେଷ; ଶିଶୁର ଜନ୍ମର 5 ମ ଦିବସରେ ପ୍ରତିବେଶୀ ଓ ବାଳକ ବାଳିକାମାନଙ୍କୁ ଚାଉଳଭଜା ଆଦି ବାଣ୍ଟିବା ଉତ୍ସବବିଶେଷ — ପଞ୍ଚମ ରାତ୍ର କୃତ୍ୟ ଜାତିକର୍ମବିଶେଷ; ଶିଶୁର ଜନ୍ମର5ମ ଦିବସରେ ପ୍ରତିବେଶୀ ଓ ବାଳକ ବାଳିକାମାନଙ୍କୁ ଚାଉଳଭଜା ଆଦି ବାଣ୍ଟିବା ଉତ୍ସବବିଶେଷ—. A ceremony performed on the 5th day of a child's birth when fried rice is distributed
  • ଦେ. ବି. (ସଂ. ପଞ୍ଚମ ଓ ରାତ୍ରି) — ପଞ୍ଚୁଆତି ଷଠୀ ଘର ଉତ୍ସବ ଗଲା, ଏକବିଂଶ ଦିବସ ପ୍ରବେଶ ହୋଇଲା। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବି. (ସଂ. ପଞ୍ଚମ ଓ ରାତ୍ରି) — ଶିଶୁର ଜନ୍ମର 5 ମ ଦିବସରେ ବଣ୍ଟାଯିବା ଭର୍ଜିତ ପଞ୍ଚ ଶସ୍ୟ ମିଶ୍ରିତ ଭୋଗ — ଶିଶୁର ଜନ୍ମର5ମ ଦିବସରେ ବଣ୍ଟାଯିବା ଭର୍ଜିତ ପଞ୍ଚ ଶସ୍ୟ ମିଶ୍ରିତ ଭୋଗ—. An offering of 5 kinds of fried grain distributed on the 5th day of a child's birth
  • ଦେ. ବି. (ସଂ. ପଞ୍ଚମ ଓ ରାତ୍ରି) — ବ୍ରୀହି ଆଦି ପଞ୍ଚବୀଜ ପଞ୍ଚୁଆତି ଯେ। ଭଞ୍ଜ, ବୈଦେହୀଶବିଳାସ।
  • ଦେ. ବି. (ସଂ. ପଞ୍ଚମ ଓ ରାତ୍ରି) — ପଶା ଖେଳରେ 5 ସଂଖ୍ୟକ ଦାନ — ପଶା ଖେଳରେ5ସଂଖ୍ୟକ ଦାନ—. The turning up of the dice resulting in 5 points