ପଞ୍ଚୁଆ ଫତୁରି Pan̄chuā phaturi

  • ପ୍ରାଦେ. (ପୁରୀ) ବି — ଇଂରାଜୀ ସରକାରଙ୍କ ବିପକ୍ଷରେ 1818 ସାଲରେ ଘଟିଥିବା ଖୋରଧା ବାଣପୁରର ପାଇକ ବିଦ୍ରୋହ — ଇଂରାଜୀ ସରକାରଙ୍କ ବିପକ୍ଷରେ1818ସାଲରେ ଘଟିଥିବା ଖୋରଧା ବାଣପୁରର ପାଇକ ବିଦ୍ରୋହ—The name of the rising of the Pāikas of Khurda (in Puri district) in the year 1818
  • ପ୍ରାଦେ. (ପୁରୀ) ବି — [ଦ୍ର—'ପଞ୍ଚୁ' ନାମକ ଜଣେ ବ୍ୟକ୍ତି ଏହାର ନେତା ଥିବାରୁ ଏହାର ଏପରି ନାମ ହୋଇଅଛି।]