ପଞ୍ଚୀକରଣ Pan̄chīkaraṇa

  • ସଂ. ବି. (ପଞ୍ଚ+ଅଭୂତ ତଦ୍ଭାବେ ଚ୍ୱି+କରଣ) — ବେଦାନ୍ତ ମତରେ ପଞ୍ଚଭୂତର ବିଭାଗବିଶେଷ — (in Bedānta philosophy) The combination of the 5 primary elements of nature in certain definite proportions