ପଞ୍ଚାହିକ Pan̄chāhika

  • ସଂ. ବିଣ. (ପଞ୍ଚାହ+ଇକ) — ପାଞ୍ଚ ଗୋଟି ପର୍ବ ବା ଉତ୍ସବ ଦିନ ଯହିଁରେ ଥାଏ — Containing 5 feast days or festivals. (M.W.)