ପଞ୍ଚାସ୍ର Pan̄chāsra

  • ସଂ. ବି. (ବହୁବ୍ରୀହି; ପଞ୍ଚ+ଅସ୍ର=କୋଣ) — ପଞ୍ଚଭୁଜ କ୍ଷେତ୍ର — Pentagon
  • ସଂ. ବିଣ — ପଞ୍ଚଭୁଜସମ୍ବନ୍ଧୀୟ; ପଞ୍ଚଭୁଜାକୃତି; ପାଞ୍ଚ କୋଣିଆଁ — Five cornered; pentagonal