ପଞ୍ଚାଳୀ Pan̄chāḻī

  • ସଂ. ବି (ପଞ୍ଚାଳ+ଈ) — ପିତୁଳା; କଣ୍ଢେଇ — Doll
  • ସଂ. ବି (ପଞ୍ଚାଳ+ଈ) — ଝଳି ପଞ୍ଚାଳୀ ଝଟକେ ନାହିଁକି—କବିସୂର୍ଯ୍ୟ କିଶୋରୀଚମ୍ପୂ ଝ ଗୀତ।
  • ସଂ. ବି (ପଞ୍ଚାଳ+ଈ) — ଦ୍ରୌପଦୀ — A name of Dṛaupadī
  • ସଂ. ବି (ପଞ୍ଚାଳ+ଈ) — ପଶାଖେଳର ପାଲୀ — Diceboard; mat on which the dice is played
  • ସଂ. ବି (ପଞ୍ଚାଳ+ଈ) — ଏକପ୍ରକାର ଗୀତ; ପାଞ୍ଚାଳୀ — A kind of popular song or poem