ପଞ୍ଚାଳି Pan̄chāḻi

  • ଦେ. କ୍ରି — ବିଷମ ସମସ୍ୟା; ଦୋଘାଇ — Dilemma
  • ଦେ. କ୍ରି — ଶୁଣି ଚକିତ ଗୋପବାଳୀ, ବୋଲନ୍ତି ପଡ଼ିଲୁଁ ପଞ୍ଚାଳି— ଜଗନ୍ନାଥ, ଭାଗବତ।
  • ଦେ. କ୍ରି — ପ୍ରହେଳିକା; ପହଳି — Riddle