ପଞ୍ଚାମ୍ଳ Pan̄chāmḻa
- ସଂ. ବି (ଦ୍ୱିଗୁ; ପଞ୍ଚ+ଅମ୍ଳ) — ପାଞ୍ଚଗୋଟି ଖଟା ଜିନିସ — Five acid vegetables
- ସଂ. ବି (ଦ୍ୱିଗୁ; ପଞ୍ଚ+ଅମ୍ଳ) — [ଦ୍ର—ବରକୋଳି, ଡାଳିମ୍ବ, ଟଭା, ଖଟାପାଳଙ୍ଗ ଓ ତିନ୍ତୁଳି ଏମାନେ ପଞ୍ଚାମ୍ଳ; ମତାନ୍ତରେ ଅମ୍ଳ ବେତସ, ତନ୍ତୁଳି, ଜଂଭୀରଲେମ୍ବୁ କାଗଜୀ ଓ ଟଭା ପଞ୍ଚାମ୍ଳ ଅଟେ—ହି. ଶ]