ପଞ୍ଚାମୃତ Pan̄chāmṛuta
- ସଂ. ବି (ଦ୍ୱିଗୁ; ପଞ୍ଚ+ଅମୃତ) — ଦହି, ଦୁଧ, ଘିଅ, ମହୁ ଓ ଗୁଡ଼ ମିଶ୍ରିତ ପାନୀୟବିଶେଷ — A drink prepared by mixing together milk, curd, honey, ghee and molasses
- ସଂ. ବି (ଦ୍ୱିଗୁ; ପଞ୍ଚ+ଅମୃତ) — [ଦ୍ର—ଏଥିରେ ଦେବତାମାନଙ୍କୁ ସ୍ନାନ ଓ ପ୍ରତିଷ୍ଠା କରାଯାଏ। ଏହା ମଧ୍ୟ ଗର୍ଭବତୀମାନଙ୍କୁ ଗର୍ଭ ଶୋଧନାର୍ଥ ସେବନ କରିବାକୁ ଦିଆଯାଏ।]
- ସଂ. ବି (ଦ୍ୱିଗୁ; ପଞ୍ଚ+ଅମୃତ) — (ବୈଦ୍ୟକ) ଗୁଳୁଚି, ଗୋଖରା, ତାଳମୂଳୀ, ଗୋରଖମୁଣ୍ଡୀ ଓ ଶତାବରୀ; ଗୁଣକର 5 ଦ୍ରବ୍ୟ — (ବୈଦ୍ୟକ) ଗୁଳୁଚି, ଗୋଖରା, ତାଳମୂଳୀ, ଗୋରଖମୁଣ୍ଡୀ ଓ ଶତାବରୀ; ଗୁଣକର5ଦ୍ରବ୍ୟ—. Five particular herbs prescribed in the Hindu medical books