ପଞ୍ଚାତପା Pan̄chātapā
- ସଂ. ବି. (ବହୁବ୍ରୀହି; ପଞ୍ଚ+ଆତପ+ଆ) — ଯୋଗୀର ଆସନର 1 ହସ୍ତ ପରିମିତ ଦୂରରେ 4 ଦିଗରେ 4 ଗଦା ନିଆଁ ଓ ଊର୍ଦ୍ଧ୍ୱରେ ସୂର୍ଯ୍ୟ, ଏପରି 5 ଟି ଆତପ ଯୁକ୍ତ ସ୍ଥାନରେ ତପସ୍ୟା — ଯୋଗୀର ଆସନର1ହସ୍ତ ପରିମିତ ଦୂରରେ4ଦିଗରେ4ଗଦା ନିଆଁ ଓ ଊର୍ଦ୍ଧ୍ୱରେ ସୂର୍ଯ୍ୟ, ଏପରି5ଟି ଆତପ ଯୁକ୍ତ ସ୍ଥାନରେ ତପସ୍ୟା—Austerity undergone in the midst of 4 fires around and with the blazing sun overhead