ପଞ୍ଚାଙ୍ଗ ପ୍ରଣାମ Pan̄chāṅga praṇāma
- ସଂ. ବି. (ମ ପ. ଲୋ; ପଞ୍ଚାଙ୍ଗ ଯୁକ୍ତ ପ୍ରଣାମ) — ବାହୁ, ଜାନୁ, ମସ୍ତକ, ବକ୍ଷସ୍ଥଳ ଓ ଚକ୍ଷୁ ଦ୍ୱାରା ପ୍ରଣତି — Obeisance with the 5 limbs of the body
- ସଂ. ବି. (ମ ପ. ଲୋ; ପଞ୍ଚାଙ୍ଗ ଯୁକ୍ତ ପ୍ରଣାମ) — ଦୁଇ ହାତ, ଦୁଇ ଆଣ୍ଠୁ ଓ ମୁଣ୍ଡକୁ ଭୂମିରେ ଲଗାଇ କରା— ଯିବା ପ୍ରଣାମ — The obeisance done by touching the ground with one's two hands, two knees and the brow