ପଞ୍ଚାଗ୍ନି Pan̄chāgni

  • ସଂ. ବି — (ଦ୍ୱିଗୁ; ପଞ୍ଚ+ଅଗ୍ନି) ବେଦୋକ୍ତ 5 ଗୋଟି ଯଜ୍ଞାଗ୍ନି — (ଦ୍ୱିଗୁ; ପଞ୍ଚ+ଅଗ୍ନି) ବେଦୋକ୍ତ5ଗୋଟି ଯଜ୍ଞାଗ୍ନି—. The five sacrificial fires
  • ସଂ. ବି — [ଦ୍ର—ଅନ୍ୱାହାର୍ଯ୍ୟ, ପଟନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଆବସଥ୍ୟ ଏହି ପାଞ୍ଚଗୋଟି ଅଗ୍ନି।]
  • ସଂ. ବି — ତପସ୍ୱୀମାନଙ୍କର ଚାରି ଦିଗରେ ଜଳୁଥିବା ଚାରିଗୋଟି ଅଗ୍ନି ଓ ଉପରେ ସୂର୍ଯ୍ୟ ଏପରି ପାଞ୍ଚଗୋଟି ଉତ୍ତାପଦାୟକ ତେଜ — The four fires lighted on the 4 sides of a devotee and the blazing sun overhead
  • ସଂ. ବି — (ବହୁବ୍ରୀହି) ତପସ୍ୱୀବିଶେଷ; ଚାରିପାଖରେ ଚାରି ଗଦା ନିଆଁ ଜାଳି ଉପରେ ସୂର୍ଯ୍ୟଙ୍କୁ ଚାହିଁ ଯେହିଁ ତପସ୍ୱୀ ତପଃ ସାଧନ କରନ୍ତି — A devotee performing austerities with 4 fires around and with the sun overhead