ପଞ୍ଚାକ୍ଷର Pan̄chākshara
- ସଂ. ବିଣ (ବହୁବ୍ରୀହି; ପଞ୍ଚ+ ଅକ୍ଷର) — ପାଞ୍ଚଟି ଅକ୍ଷରଯୁକ୍ତ (ମନ୍ତ୍ର) — (a mantra) Consisting of 5 letters
- ସଂ. ବିଣ (ବହୁବ୍ରୀହି; ପଞ୍ଚ+ ଅକ୍ଷର) — [ଦ୍ର—ଶିବ ପଞ୍ଚାକ୍ଷର ମନ୍ତ୍ରଃ—ନମଃ ଶିବାୟ, ବିଷ୍ଣୁ ପଞ୍ଚାକ୍ଷର— ବିଷ୍ଣବେ ନମଃ।]
- ସଂ. ବି — ପଞ୍ଚ ଅକ୍ଷରବିଶିଷ୍ଟ ପ୍ରତିଷ୍ଠା ନାମକ ବୃତ୍ତ (ହି. ଶ) — Name of a Sanscrit metrie
- ସଂ. ବି — ଶିବ ପଞ୍ଚାକ୍ଷର ମନ୍ତ୍ରଃ; ନମଃ ଶିବାୟ — A formula of Ṡiba consisting of 5 letters